Worker Met with Accident in Machkund Hydro Electric project

A worker was injured following a cable burst at the Machkund Hydroelectric Project. The incident occurred after the Current Transformer (CT) of the project's 132/11 kV transformer exploded, causing an 11 kV cable to burst and catch fire; the flames subsequently caught onto the back of Ram Parja, a temporary worker stationed nearby. Colleagues working nearby brought the fire under control, extinguished the flames on Ram's body, and immediately rushed him to the project's medical unit. After receiving first aid there, he was transferred to the Lamtaput Community Health Centre, where he is currently undergoing treatment.
ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ରେ କେବୁଲ ବାରେଷ୍ଟ ହୋଇ ଜଣେ କର୍ମ ଚାରି ଆହତ l ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ର 132/ 11 କଭି ବେକଫିଡିଙ୍ଗ ଟ୍ରାନ୍ସଫର୍ମର CT ବ୍ଲାଷ୍ଟ କରିବା ପରେ 11 କେଭି କେବୁଲ ବାରେଷ୍ଟ ହୋଇ ନିଆଁ ଲାଗି ନିକଟରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମ ଚାରି ରାମ ପର୍ଜା ଙ୍କ ପିଠିପଛରେ ନିଆଁ ଲାଗି ଯାଇଥିଲା l ନିକଟରେ ଥିବା ସାଥି କର୍ମ ଚାରି ନିଆଁ କୁ ଆୟତ କରିବା ସହ ରାମ ଦେହରେ ଲାଗିଥିବା ନିଆଁ କୁ ମଧ୍ୟ ଲିଭାଇ ତୁରନ୍ତ ପ୍ରକଳ୍ପ ମେଡିକାଲ କୁ ନେଇଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ଲମତାପୁଟ ଘେରେଇ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇ ଚିକିତ୍ସା ଜାରି ରହିଛି l
Keep Koraput Online Free & Growing
Every story, local interview, and district update is made possible through dedicated community efforts. Your contribution directly funds server costs and independent ground reporting across Southern Odisha.
Contributions of any size even small amount can make a tangible difference.